Featuredଅନ୍ୟାନ୍ୟ

ଅଣ୍ଡା ଦର ଏବେ ଆକାଶ ଛୁଆଁ ହୋଇଛି

ଅଣ୍ଡା ଦର ଏବେ ଆକାଶ ଛୁଆଁ ହୋଇଛି । ବାତ୍ୟା ମିଚୋଙ୍ଗର ପ୍ରଭାବରୁ ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶରୁ ପଶ୍ଚିମବଙ୍ଗକୁ ଅଣ୍ଡା ଯୋଗାଣ ପ୍ରଭାବିତ ହୋଇଛି । ଏହି କାରଣରୁ କୋଲକାତାର ଖୁଚୁରା ବଜାରରେ ଅଣ୍ଡାର ମୂଲ୍ୟ ବଢିଯାଇଛି ।

ଏହି କାରଣରୁ କୋଲକାତାର ଅଧିକାଂଶ ଖୁଚୁରା ବଜାରରେ ଅଣ୍ଡାର ମୂଲ୍ୟ ୭ଟଙ୍କା ୫୦ ପଇସା ଓ ସହରର ପାଶ୍ୱବର୍ତ୍ତୀ କିଛି ଅଞ୍ଚଳରେ ଅଣ୍ଡା ମୂଲ୍ୟ ୮ ଟଙ୍କାରେ ପହଞ୍ଚିଛି । ଏହା ପୂର୍ବରୁ ସହରର ଖୁଚୁରା ବଜାରରେ ଅଣ୍ଡା ମୂଲ୍ୟ ୫ ଟଙ୍କା ୫୦ ପଇସାରୁ ୬ ଟଙ୍କା ମଧ୍ୟରେ ଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com