ଅନ୍ୟାନ୍ୟ

୫୦ ବର୍ଷ ବୟସରୁ ପେନସନ ପାଇଁ ଯୋଗ୍ୟ ହୋଇପାରିବେ କର୍ମଚାରୀ

ଏଣିକି କର୍ମଚାରୀମାନଙ୍କୁ ୬୦ ବର୍ଷ ବଦଳରେ ୫୦ ବର୍ଷରୁ ଏହି ପେନସନ ପ୍ରଦାନ କରାଯିବ । ୫୦ ବର୍ଷ ବୟସରୁ ପେନସନ ପାଇଁ ଯୋଗ୍ୟ ହୋଇପାରିବେ କର୍ମଚାରୀ । ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ବଡ଼ ଘୋଷଣା କରାଯାଇଛି ।

ସୂଚନା ଅନୁସାରେ, ନବବର୍ଷ ଉପଲକ୍ଷେ ଏକ ବଡ଼ ଉପହାର ଭେଟି ଦେଇଛନ୍ତି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ।

Related Articles

Back to top button
WP Twitter Auto Publish Powered By : XYZScripts.com