ରାଜନୀତି

ଦଳ ପାଇଁ ପାଣ୍ଠି ସଂଗ୍ରହ ନିମନ୍ତେ ଅଭିଯାନ ଚଳାଇଛି କଂଗ୍ରେସ

କଂଗ୍ରେସକୁ ୧.୩୮ ଲକ୍ଷ ଟଙ୍କା ଚେକ୍ ଦେଲେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଚେକ ଦେଇଥିବା ନେଇ ସୋଶାଲ ମିଡିଆ ‘X’ରେ ସୂଚନା ଦେଇଛନ୍ତି। ଦଳ ପାଇଁ ପାଣ୍ଠି ସଂଗ୍ରହ ନିମନ୍ତେ ଅଭିଯାନ ଚଳାଇଛି କଂଗ୍ରେସ।

ଦାନ ରାଶି ଅନଲାଇନ ମାଧ୍ୟମରେ ଗ୍ରହଣ କରାଯିବ। କଂଗ୍ରେସ ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ସେଥିପାଇଁ ଦଳ ପକ୍ଷରୁ ଦାନ ସଂଗ୍ରହ ଅଭିଯାନ ଆରମ୍ଭ ହୋଇଥିଲା। କେବଳ କଂଗ୍ରେସ କର୍ମୀ ନୁହେଁ, ସାଧାରଣ ଲୋକ ଓ ଶୁଭେଚ୍ଛୁମାନେ ମଧ୍ୟ ଏହି ଦାନ ଦେଇପାରିବେ।

Related Articles

Back to top button