ଅନ୍ତର୍ଜାତୀୟ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱର ନଂ୧ ନେତା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱର ନଂ୧ ନେତା ଭାବେ ୟୁଟ୍ୟୁବ୍‌ ଚ୍ୟାନେଲରେ ୨ କୋଟି ସବସ୍କ୍ରାଇବର୍ସର ଉପଲବ୍ଧି ହାସଲ କରିଛନ୍ତି।

ତାଙ୍କର ଭିଡିଓଗୁଡ଼ିକ ୪୫୦ କୋଟି ଥର ଦେଖାଯାଇଥିବା ବେଳେ ସବସ୍କ୍ରାଇବର୍ସ, ଭିଡିଓ ଭ୍ୟୁ ଏବଂ ରାଜନୈତିକ ନେତାମାନଙ୍କ ଦ୍ୱାରା ୟୁଟ୍ୟୁବରେ ପୋଷ୍ଟ କରାଯାଇଥିବା ଭିଡିଓର ଗୁଣବତ୍ତା ମାମଲାରେ ସବୁଠାରୁ ଆଗରେ ରହିଛି। ଏକମାତ୍ର ନେତା ଭାବେ ନିଜର ବ୍ୟକ୍ତିଗତ ଚ୍ୟାନେଲରେ ସେ ସର୍ବାଧିକ ସବସ୍କ୍ରାଇବର୍ସ ହାସଲ କରିବାର ଗୌରବ ହାସଲ କରିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com