ଜାତୀୟ

ଜେଡିୟୁ ଦଳର ସଭାପତି ପଦରୁ ଲଲନ ସିଂ ଇସ୍ତଫା ଦେବା ପରେ ନୀତିଶ କୁମାରଙ୍କୁ ଏହି ଦାୟିତ୍ୱ ମିଳିଛି

ଜେଡିୟୁ ଦଳର ସଭାପତି ପଦରୁ ଲଲନ ସିଂ ଇସ୍ତଫା ଦେବା ପରେ ନୀତିଶ କୁମାରଙ୍କୁ ଏହି ଦାୟିତ୍ୱ ମିଳିଛି। ଦଳରେ ସାଂଗଠନିକ ପରିବର୍ତ୍ତନ ହେବା ନେଇ ଅନେକ ଦିନରୁ ଆଲୋଚନା ଚାଲିଥିଲା।

ଦଳର ସଭାପତି ଭାବେ ତାଙ୍କର ଶେଷ ଭାଶଣରେ ଲଲନ ସିଂହ କହିଛନ୍ତି, ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ତୃଣମୂଳ ସ୍ତରରେ ସକ୍ରିୟ ରହିବା ପାଇଁ ଦଳର ମୁଖିଆ ପଦବୀରୁ ସେ ଇସ୍ତଫା ଦେଇଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com