ଜାତୀୟ

ପିଲାମାନଙ୍କର ଭୁଲ ପାଇଁ ଏବେ ମାତାପିତା ଜେଲରେ ରହିବେ

ପିଲାମାନଙ୍କର ଭୁଲ ପାଇଁ ଏବେ ମାତାପିତା ଜେଲରେ ରହିବେ। ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କ ପକ୍ଷରୁ ବର୍ତ୍ତମାନ ଏହି ନୂତନ ନିୟମ ଲାଗୁ ହୋଇଛି।

ଯାହା ଅନୁଯାୟୀ ମାତାପିତାଙ୍କୁ ସେମାନଙ୍କ ପିଲାମାନଙ୍କ ଭୁଲ ପାଇଁ ଜେଲ ଯିବାକୁ ପଡିବ। ରାଜ୍ୟରେ ୧୮ ବର୍ଷରୁ କମ ବୟସ୍କ ପିଲାମାନଙ୍କ ଗାଡି ଚଳାଇବା ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି ହୋଇଛି। ସଡକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୪୦ ରୁ ୪୫ ପ୍ରତିଶତଙ୍କର ବୟସ ହେଉଛି ୧୩ ବର୍ଷରୁ ୧୮ ବର୍ଷ ମଧ୍ୟରେ।

Related Articles

Back to top button
WP Twitter Auto Publish Powered By : XYZScripts.com