ଓଡ଼ିଶା

ମୁଖ୍ୟମନ୍ତ୍ରୀ ୬୭ଟି ନୂଆ ପଦକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି

ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷର ଏନପୋର୍ସମେଣ୍ଟ ବ୍ୟବସ୍ଥାକୁ ଅଧିକ ଦକ୍ଷ ଓ କ୍ରୀୟାଶୀଳ କରାଇବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ୬୭ଟି ନୂଆ ପଦକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି ।

ସେଥିରେ ଗୋଟିଏ ଆସିଷ୍ଟାଣ୍ଟ କମିଶନର, ୬ଟି ଏଏସଆଇ ଓ ୬୦ଟି କନଷ୍ଟେବଳ ପଦ ସାମିଲ ରହିଛି । ରାଜ୍ୟ ପୋଲିସ ପ୍ରଶାସନ ପକ୍ଷରୁ ଏହି ପଦଗୁଡ଼ିକ ସୃଷ୍ଟି ହେବାକୁ ଥିବାବେଳେ ଏହି ପଦକ୍ଷେପ ଫଳରେ ବିଭିନ୍ନ ଉନ୍ନୟନମୂଳକ ଓ ଜବରଦଖଲ କାର୍ଯ୍ୟ ତ୍ୱରାନ୍ୱିତ ହୋଇ ପାରିବ ।

Related Articles

Back to top button
WP Twitter Auto Publish Powered By : XYZScripts.com