ମନୋରଞ୍ଜନ

ଅଲ୍ଲୁ ଏବେ ୪୬୦କୋଟି ଟଙ୍କାର ମାଲିକ ଅଟନ୍ତି

ଜାତୀୟ ଗଣମାଧ୍ୟମ ଅନୁଯାୟୀ, ଅଲ୍ଲୁ ଏବେ ୪୬୦କୋଟି ଟଙ୍କାର ମାଲିକ ଅଟନ୍ତି। ତାଙ୍କର ବାର୍ଷିକ ଆୟ ୯୦କୋଟି ଟଙ୍କା ହୋଇଥିବା ବେଳେ ପ୍ରତି ଚଳଚ୍ଚିତ୍ର ପାଇଁ ସେ ୬୫କୋଟି ଟଙ୍କା ପାରିଶ୍ରମିକ ‌ନିଅନ୍ତି, ଯାହା ଏବେ ୧୦୦କୋଟିକୁ ବଢ଼ିଥିବା କୁହାଯାଉଛି।

୧୨ଟି ବ୍ରାଣ୍ଡର ସେ ବ୍ରାଣ୍ଡ ଆମ୍ବାସାଡର ଥିବା ବେଳେ ବ୍ରାଣ୍ଡର ପ୍ରତିଟି ପ୍ରମୋସନ ପାଇଁ ୧୦କୋଟି ଟଙ୍କା ପାରିଶ୍ରମିକ ‌ନିଅନ୍ତି ଅଲ୍ଲୁ।

Related Articles

Back to top button
WP Twitter Auto Publish Powered By : XYZScripts.com