ଅନ୍ତର୍ଜାତୀୟ

ଆମେରିକାରେ ବିମାନ ଦୁର୍ଘଟଣାରେ ଜର୍ମାନ ଜନ୍ମିତ ହଲିଉଡ୍‌ ଅଭିନେତା ଖ୍ରୀଷ୍ଟିଆନ ଓଲିଭରଙ୍କ ମୃତ୍ୟୁ ହୋଇଛି

ଆମେରିକାରେ ବିମାନ ଦୁର୍ଘଟଣାରେ ଜର୍ମାନ ଜନ୍ମିତ ହଲିଉଡ୍‌ ଅଭିନେତା ଖ୍ରୀଷ୍ଟିଆନ ଓଲିଭରଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ତାଙ୍କର ଦୁଇ ଝିଅ ମଧ୍ୟ ପ୍ରାଣ ହରାଇଛନ୍ତି। ଅଭିନେତାଙ୍କ ଛୋଟ ବିମାନଟି ଉଡ଼ାଣ ପରେ ତୁରନ୍ତ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ପୋଲିସର କହିବାନୁସାରେ ଏହି ବିମାନଟି କାରିବିଆନ୍ ସାଗରରେ ଯାଇ ପଡ଼ିଥିଲା। “ଦି ଗୁଡ୍ ଜର୍ମାନ” ଏବଂ “ସ୍ପିଡ୍ ରେସର୍” ରେ ଖ୍ରୀଷ୍ଟିଆନ ଓଲିଭର ବଡ ପରଦାରେ ନଜର ଆସିଥିଲେ।

Related Articles

Back to top button