ମନୋରଞ୍ଜନ

‘କେଜିଏଫ୍‌-୨’ ରିଲିଜ୍‌ ହେବା ପରେ କନ୍ନଡ ଅଭିନେତା ୟଶ୍‌ଙ୍କ ଚାହିଦା‌ ଖୁବ ଅଧିକ ବଢ଼ିଛି

‘କେଜିଏଫ୍‌-୨’ ରିଲିଜ୍‌ ହେବା ପରେ କନ୍ନଡ ଅଭିନେତା ୟଶ୍‌ଙ୍କ ଚାହିଦା‌ ଖୁବ ଅଧିକ ବଢ଼ିଛି। ୨୦୨୨ରୁ ୨୦୨୩ ମଧ୍ୟରେ ତାଙ୍କର ସମ୍ପତ୍ତି ବହୁତ ଅଧିକ ବଢ଼ିଥିବା ଜଣାଯାଇଛି।

୨୦୨୨ରେ ସେ ମାତ୍ର ୩୦କୋଟିର ମାଲିକ ଥିବା ବେଳେ ୨୦୨୩ରେ ଏହା ୫୩କୋଟିକୁ ବୃଦ୍ଧି ପାଇଥିଲା। ଆଗାମୀ ଫିଲ୍ମର ସଫଳତା ସହିତ ୟଶଙ୍କ ଆୟ ଓ ସମ୍ପତ୍ତି ଆହୁରି ବଢ଼ିବ ନିଶ୍ଚୟ।

Related Articles

Back to top button
WP Twitter Auto Publish Powered By : XYZScripts.com