ଅନ୍ତର୍ଜାତୀୟ
ଗତ ଡିସେମ୍ବରରୁ ଜର୍ମାନୀରେ ଆରମ୍ଭ ହୋଇଥିବା କୃଷକମାନଙ୍କ ଆନ୍ଦୋଳନ ଧୀରେ ଧୀରେ ତୀବ୍ର ହେବାରେ ଲାଗିଛି
![](https://i0.wp.com/odia.mobilenews24x7.com/wp-content/uploads/2024/01/truck.jpg?resize=750%2C430&ssl=1)
ଗତ ଡିସେମ୍ବରରୁ ଜର୍ମାନୀରେ ଆରମ୍ଭ ହୋଇଥିବା କୃଷକମାନଙ୍କ ଆନ୍ଦୋଳନ ଧୀରେ ଧୀରେ ତୀବ୍ର ହେବାରେ ଲାଗିଛି । ପ୍ରବଳ ଶୀତ ସତ୍ତ୍ୱେ କୃଷକମାନେ ଟ୍ରାକ୍ଟର ଏବଂ ଟ୍ରକ ସହିତ ରାସ୍ତାରେ ଠିଆ ହୋଇଛନ୍ତି।
ସରକାର ସବସିଡି ହ୍ରାସ ନିଷ୍ପତ୍ତି ପ୍ରତ୍ୟାହାର ନ କରିଛନ୍ତି ସେ ପର୍ଯ୍ୟନ୍ତ ସେମାନଙ୍କ ଆନ୍ଦୋଳନ ଜାରି ରହିବ ବୋଲି କୃଷକମାନେ କହିଛନ୍ତି ।