ଅନ୍ତର୍ଜାତୀୟ

ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ଲଏଡ୍‌ ଅଷ୍ଟିନ୍‌ଙ୍କୁ କ୍ୟାନସର

ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ଲଏଡ୍‌ ଅଷ୍ଟିନ୍‌ଙ୍କୁ କ୍ୟାନସର। କିନ୍ତୁ ଆଜିଯାଏଁ ସେ ଏକଥା ଲୁଚାଇ ରଖିଥିଲେ। ଯାହା ଏବେ ସାମ୍ନାକୁ ଆସିବା ପରେ ସାରା ଦେଶ ଆଶ୍ଚର୍ଯ୍ୟ ହୋଇଯାଇଛି।

ଗତ ଡିସେମ୍ବର ୨୨ରେ ଅଷ୍ଟିନ ପ୍ରୋଟେଷ୍ଟ କ୍ୟାନସରର ସର୍ଜରୀ ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଡିସଚାର୍ଜ ପରେ ଜାନୁୟାରୀ ପହିଲାରୁ ତାଙ୍କ ସ୍ବାସ୍ଥ୍ୟବସ୍ଥା ଗମ୍ଭୀର ହୋଇ ପଡିଥିଲା। ଫଳରେ ତାଙ୍କୁ ପୁଣି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

Related Articles

Back to top button
WP Twitter Auto Publish Powered By : XYZScripts.com