ଅନ୍ତର୍ଜାତୀୟ

ସ୍ଥାନୀୟ ନିୟମ ପାଳନ କରୁନଥିବା କ୍ରିପ୍ଟୋକରେନ୍ସି ଆପ୍‌ଗୁଡ଼ିକ ବିରୋଧରେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆରମ୍ଭ କରିଛନ୍ତି

ସ୍ଥାନୀୟ ନିୟମ ପାଳନ କରୁନଥିବା କ୍ରିପ୍ଟୋକରେନ୍ସି ଆପ୍‌ଗୁଡ଼ିକ ବିରୋଧରେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆରମ୍ଭ କରିଛନ୍ତି। ବିଶ୍ବର ଅଗ୍ରଣୀ କ୍ରିପ୍ଟୋ ଏକ୍ସଚେଞ୍ଜ୍‌ ବିନାନ୍ସକୁ ଆପଲ୍ ଏହାର ଆପ୍‌ ଷ୍ଟୋର୍‌ରୁ ହଟାଇଦେଇଛି।

ବିଟ୍‌ଫିନେକ୍ସ, ଏଚ୍‌ଟିଏକ୍ସ ଓ କୁକଏନ୍‌ ଭଳି ଆଠଟି କ୍ରିପ୍ଟୋ ଏକ୍ସଚେଞ୍ଜ୍‌ ଆଉ ଆପ୍ ଷ୍ଟୋର୍‌ରେ ନାହିଁ। କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟର ନିର୍ଦ୍ଦେଶକ୍ରମେ ଆପ୍‌ଗୁଡ଼ିକୁ ହଟାଇ ଦିଆଯାଇଛି।

Related Articles

Back to top button