ମନୋରଞ୍ଜନ

ଆଇପିଏସ ଅଫିସର ମନୋଜ କୁମାର ଶର୍ମାଙ୍କ ସଂଘର୍ଷ କାହାଣୀ ‘12th fail’ ଖୁବ୍‌ ପ୍ରଶଂସା ସାଉଁଟିଛି

ଆଇପିଏସ ଅଫିସର ମନୋଜ କୁମାର ଶର୍ମାଙ୍କ ସଂଘର୍ଷ କାହାଣୀ ‘12th fail’ ଖୁବ୍‌ ପ୍ରଶଂସା ସାଉଁଟିଛି। ବଲିଉଡରେ ଏହି ଫିଲ୍ମ ସୁପର ହିଟ୍‌ ହୋଇଛି।

ତେବେ ଏହି କାହାଣୀର ରିଅଲ କ୍ୟାରେକ୍ଟର ଅର୍ଥାତ୍‌ ଆଇପିଏସ ମନୋଜ ଓ ଆଇଆରଏସ ଶ୍ରଦ୍ଧା ଜୋଶୀଙ୍କର ଏକ ପୁରୁଣା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Related Articles

Back to top button