ଓଡ଼ିଶା

ଏକ ଉନ୍ନତ ଷ୍ଟାର୍ଟଅପ୍‌ ଇକୋ ସିଷ୍ଟମ ଗଠନ ପାଇଁ ଓଡ଼ିଶାକୁ ଏହାର ଅଦମ୍ୟ ପ୍ରତିବଦ୍ଧତାର ଫଳ ମିଳିଛି

ଏକ ଉନ୍ନତ ଷ୍ଟାର୍ଟଅପ୍‌ ଇକୋ ସିଷ୍ଟମ ଗଠନ ପାଇଁ ଓଡ଼ିଶାକୁ ଏହାର ଅଦମ୍ୟ ପ୍ରତିବଦ୍ଧତାର ଫଳ ମିଳିଛି। କେନ୍ଦ୍ର ଶିଳ୍ପ ଏବଂ ଆଭ୍ୟନ୍ତରୀଣ ବାଣିଜ୍ୟ ପ୍ରୋତ୍ସାହନ ବିଭାଗ ଦ୍ବାରା ଓଡ଼ିଶାକୁ ରାଜ୍ୟ ଷ୍ଟାର୍ଟଅପ୍‌ ରାଙ୍କିଙ୍ଗ ୨୦୨୨ରେ ଶ୍ରେଷ୍ଠ ପ୍ରଦର୍ଶନକାରୀ ମାନ୍ୟତା ପ୍ରଦାନ କରାଯାଇଛି।

ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପିୟୂଷ ଗୋୟଲ ଏହି ପୁରସ୍କାର ପ୍ରଦାନ କରିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com