ମନୋରଞ୍ଜନ

ହଲିଉଡ୍ ଚଳଚ୍ଚିତ୍ର ‘ଫିଫଟି ଶେଡସ ଅଫ୍ ଗ୍ରେ’ରୁ ବିଶ୍ୱବ୍ୟାପୀ ଖ୍ୟାତି ଅର୍ଜନ କରିଥିବା ଅଭିନେତା ଜାମି ଡୋର୍ନନ୍ ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଚର୍ଚ୍ଚାରେ ଅଛନ୍ତି

ହଲିଉଡ୍ ଚଳଚ୍ଚିତ୍ର ‘ଫିଫଟି ଶେଡସ ଅଫ୍ ଗ୍ରେ’ରୁ ବିଶ୍ୱବ୍ୟାପୀ ଖ୍ୟାତି ଅର୍ଜନ କରିଥିବା ଅଭିନେତା ଜାମି ଡୋର୍ନନ୍ ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଚର୍ଚ୍ଚାରେ ଅଛନ୍ତି।

ଖବର ମୁତାବକ, ପର୍ତ୍ତୁଗାଲ ବୁଲିବାକୁ ଯାଇଥିବା ସମୟରେ ଜାମି ଏକ ବିଷାକ୍ତ ପୋକ ଛୁଇଁବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିଥିଲା। ଏହି ପୋକ ହେତୁ ଜାମିଙ୍କ ଦେହରେ ହୃଦଘାତ ଲକ୍ଷଣ ଦେଖାଯିବା ଆରମ୍ଭ ହୋଇଥିଲା।

Related Articles

Back to top button