ଓଡ଼ିଶା

ପାରିବାରିକ କଳହର କରୁଣ ପରିଣତି: ଗତକାଲି କରିଥିଲେ ଝିଅ ବାହାଘର, ଆଜି ଟାଙ୍ଗିଆରେ ହାଣି ହତ୍ୟା କଲା ବଡ଼ ଭାଇ

ରାଉରକେଲା: ଭାଇକୁ ହତ୍ୟା କଲା  ଭାଇ । ବଡ଼ ଭାଇର ଟାଙ୍ଗିଆ ଚୋଟରେ ସାନ ଭାଇର ମୃତ୍ୟୁ । କେବଲାଙ୍ଗ ଥାନା ଲମସି ଗ୍ରାମରେ ଏପରି ଏକ ଜଘନ୍ୟ ହତ୍ୟାକାଣ୍ଡ ଘିଟିଯାଇଛି । ଅଭିଯୁକ୍ତ ବଡ଼ ଭାଇ ରଞ୍ଜିତ ମହନ୍ତ ଫେରାର ହୋଇଯାଇଥିବା ଜଣାପଡ଼ିଛି । ପାରିବାରିକ କଲହକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ଗତ କାଲି ସରିଥିଲା ମୃତ ମନୋଜ ମହନ୍ତଙ୍କ ଝିଅ ବାହାଘର । ତେବେ ଏହି ଘଟଣାରେ ପୋଲିସ୍‌ ତଦନ୍ତ ଆରମ୍ଭ କରିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com