କ୍ରୀଡ଼ା

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ହାଇଦ୍ରାବାଦରେ ଖେଳାଯାଉଛି

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ହାଇଦ୍ରାବାଦରେ ଖେଳାଯାଉଛି। ପ୍ରଥମ ଇନିଂସରେ ପଛରେ ପଡ଼ିବା ପରେ ଇଂଲଣ୍ଡ ଦ୍ୱିତୀୟ ଇନିଂସରେ ଚମତ୍କାର ପ୍ରତ୍ୟାବର୍ତ୍ତନ କରି ୪୩୬ ରନ୍‌ କରିଥିଲା। ୧୯୬ ରନ ସ୍କୋର କରିବା ପରେ ଓଲି ପୋପ ଆଉଟ୍‌ ହୋଇଛନ୍ତି।

ଏହି ଖେଳାଳି ଏପର୍ଯ୍ୟନ୍ତ ତାଙ୍କ ଇନିଂସରେ ୨୦ ଚୌକା ମାରିଛନ୍ତି। ଏଥିସହ ଓଲି ପୋପ ତାଙ୍କ ନାମରେ ଏକ ବଡ଼ ରେକର୍ଡ କରିଛନ୍ତି। ଭାରତୀୟ ମାଟିରେ ଟେଷ୍ଟ ମ୍ୟାଚରେ ଓଲି ପୋପ ସର୍ବଶ୍ରେଷ୍ଠ ସ୍କୋର କରିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com