ଅନ୍ତର୍ଜାତୀୟ

ଚାଇନା ଉପରେ ଏକ ଦୁଃଖର ପାହାଡ଼ ପଡ଼ିଛି

ଚାଇନା ଉପରେ ଏକ ଦୁଃଖର ପାହାଡ଼ ପଡ଼ିଛି। ପ୍ରଥମେ ଷ୍ଟକ୍‌ ମାର୍କେଟରେ ଦ୍ରୁତ ହ୍ରାସ ହେତୁ କୋଟି କୋଟି ଟଙ୍କା ନିବେଶକ ନଷ୍ଟ ହେଲା। ବର୍ତ୍ତମାନ ରିଅଲ ଇଷ୍ଟେଟ୍‌ ବଜାରରୁ ଖରାପ ଖବର ଆସୁଛି ।

ଫଳରେ ଦୁନିଆର ସବୁଠୁ ବଡ଼ ରିଅଲ ଇଷ୍ଟେଟ କମ୍ପାନୀ ଏଭରଗ୍ରାଣ୍ଡେ ବିକ୍ରି ପରିସ୍ଥିତିର ସମ୍ମୁଖୀନ ହୋଇଛି। କମ୍ପାନୀ ଗତ ୩ ବର୍ଷ ଧରି ଋଣଭାରରେ ରହିଛି। ଏପରିକି ସୁଧ ଦେବାକୁ ମଧ୍ୟ ସକ୍ଷମ ନୁହେଁ। ବର୍ତ୍ତମାନ କମ୍ପାନୀର ସମ୍ପତ୍ତି ବିକ୍ରୟ କରି ଋଣ ପରିଶୋଧ କରିବାକୁ ହଂକଂ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com