ଜାତୀୟ

ଝାଡ଼ଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ୍‌ ଫେବୃଆରୀ ୫ରେ ବହୁମତ ପ୍ରମାଣ କରିବେ।

ଝାଡ଼ଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ୍‌ ଫେବୃଆରୀ ୫ରେ ବହୁମତ ପ୍ରମାଣ କରିବେ। ହେମନ୍ତ ସୋରେନ ବିଧାନସଭାରେ ବରହେଟ୍‌ ବିଧାନସଭାରୁ ପ୍ରତିନିଧିତ୍ୱ କରୁଛନ୍ତି।

ତାଙ୍କୁ ଇଡି ଜାନୁଆରୀ ୩୧ରୁ ମନି ଲଣ୍ଡରିଂ ମାମଲାରେ ତଦନ୍ତ କରି ଗିରଫ କରିଛି । ଏଣୁ ସେ ଫେବୃଆରୀ ୫ରେ ୧୧ଟାରେ ଘଣ୍ଟାଏ ଲାଗି ବିଧାନସଭାରେ ଉପସ୍ଥିତ ରହିବାକୁ ଅନୁମତି ଦିଆଯାଉ ବୋଲି କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଏହାର ଶୁଣାଣି କରି କୋର୍ଟ ଏଥିରେ ଭାଗ ନେଇପାରିବେ ବୋଲି ତାଙ୍କୁ କୋର୍ଟ କହିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com