ଅନ୍ତର୍ଜାତୀୟ

ଦକ୍ଷିଣ ଆମେରିକୀୟ ଦେଶ ଚିଲିରେ ବ୍ୟାପୁଛି ବନାଗ୍ନି

ଦକ୍ଷିଣ ଆମେରିକୀୟ ଦେଶ ଚିଲିରେ ବ୍ୟାପୁଛି ବନାଗ୍ନି । ଶୁକ୍ରବାର ଠାରୁ ଦେଶର ମଧ୍ୟଭାଗର ଜଙ୍ଗଲରେ ନିଆଁ ବ୍ୟାପିବାରେ ଲାଗିଛି । ଜଙ୍ଗଲ ନିଆଁ ଜନବସତି ସ୍ଥାନକୁ ମାଡି ଆସିବାରୁ ବ୍ୟାପକ କ୍ଷୟକ୍ଷତି ଘଟିଛି।

ଏହି ଅଗ୍ନିକାଣ୍ଡରେ ଏଯାଏ ୪୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୧୦୦ରୁ ଅଧିକ ଘର ଜଳିପୋଡି ନଷ୍ଟ ପୋଡି ପାଉଁଶ ହୋଇଯାଇଛି । ଚିଲିର ରାଷ୍ଟ୍ରପତି ଗାବ୍ରିଏଲ୍ ବୋରିକ୍ ଏହି ସୂଚନା ଦେଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com