କ୍ରୀଡ଼ା
ଭାରତ-ପାକିସ୍ତାନ ମୁକାବିଲା ସର୍ବଦା ରୋମାଞ୍ଚଭରା ହୋଇଥାଏ
ଭାରତ-ପାକିସ୍ତାନ ମୁକାବିଲା ସର୍ବଦା ରୋମାଞ୍ଚଭରା ହୋଇଥାଏ । କ୍ରିକେଟ, ହକି ବ୍ୟତୀତ ବିଭିନ୍ନ କ୍ରୀଡ଼ାରେ ଅନେକ ସମୟରେ ଏହି ଦୁଇ ଦେଶର ଖେଳାଳିମାନେ ମୁହାଁମୁହିଁ ହୋଇଥାନ୍ତି ।
ତେବେ ଏହା ମଧ୍ୟରେ ଦୀର୍ଘ ୬୦ ବର୍ଷ ବର୍ଷ ପରେ ଭାରତ-ପାକିସ୍ତାନ ଡେଭିସ୍ କପରେ ମୁହାଁମୁହିଁ ହୋଇଥିଲେ । ଦୀର୍ଘବର୍ଷର ବ୍ୟବଧାନ ପରେ ଭାରତ ପ୍ରତିପକ୍ଷ ପାକିସ୍ତାନକୁ ଏକତରଫା ଭାବେ ପରାସ୍ତ କରିଛି । ସବୁଠାରୁ ବଡ଼ କଥା ହେଉଛି, ପାକିସ୍ତାନ ନିଜ ମାଟିରେ ନିଜ ଅମାନତ ରଖିପାରିନଥିଲା ।