ଜାତୀୟରାଜନୀତି

ଆସନ୍ତା ଲୋକସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ କ୍ୟାବିନେଟ ମନ୍ତ୍ରୀମାନଙ୍କୁ ଚେତାବନୀ ଦେଇଛନ୍ତି

ଆସନ୍ତା ଲୋକସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ କ୍ୟାବିନେଟ ମନ୍ତ୍ରୀମାନଙ୍କୁ ଚେତାବନୀ ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ମନ୍ତ୍ରୀମାନେ କୌଣସି ରାଜନୈତିକ ବିଶ୍ଳେଷଙ୍କେ ବିଭ୍ରାନ୍ତ ହେବା ଉଚିତ ନୁହେଁ।

ଲୋକସଭା ର୍ନିବାଚନ ପାଇଁ ଯଥାସମ୍ଭବ ଚେଷ୍ଟା କରିବା ଜରୁରୀ। ମନ୍ତ୍ରୀମାନଙ୍କୁ ମୋଦିଙ୍କ ପରାମର୍ଶ ଏପରି ଏକ ସମୟରେ ଆସିଛି ଯେତେବେଳେ ଅଯୋଧ୍ୟାରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ ସମଗ୍ର ଦେଶରେ ଭାଜପା ପାଇଁ ଏକ ଅନୁକୂଳ ପରିବେଶ ସୃଷ୍ଟି କରିଛି।

Related Articles

Back to top button