ମନୋରଞ୍ଜନ
ଶଙ୍କର ମହାଦେବନ ଏବଂ ଜାକିର ହୁସେନ୍ଙ୍କ ବ୍ୟାଣ୍ଡ ଶକ୍ତି ‘ଦି ମୋମେଣ୍ଟ’ ପାଇଁ ଶ୍ରେଷ୍ଠ ଗ୍ଲୋବାଲ୍ ମ୍ୟୁଜିକ୍ ଆଲବମ୍ ପୁରସ୍କାର ପାଇଛନ୍ତି
![](https://i0.wp.com/odia.mobilenews24x7.com/wp-content/uploads/2024/02/shaktiresizeddd_d.jpg?resize=780%2C470&ssl=1)
ଶଙ୍କର ମହାଦେବନ ଏବଂ ଜାକିର ହୁସେନ୍ଙ୍କ ବ୍ୟାଣ୍ଡ ଶକ୍ତି ‘ଦି ମୋମେଣ୍ଟ’ ପାଇଁ ଶ୍ରେଷ୍ଠ ଗ୍ଲୋବାଲ୍ ମ୍ୟୁଜିକ୍ ଆଲବମ୍ ପୁରସ୍କାର ପାଇଛନ୍ତି । ଭାରତ ପାଇଁ ଚଳିତ ବର୍ଷ ଗ୍ରମିସରେ ଏହା ବଡ଼ ପୁରସ୍କାର।
ଏହି ଟିମରେ ଗୀଟାର ବାଦକ ଜନ୍ ମ୍ୟାକ୍ ଲୌଗଲିନ୍, କଣ୍ଠଶିଳ୍ପୀ ଶଙ୍କର ମହାଦେବନ୍, ପରକ୍ୟୁସିନିଷ୍ଟ ଭି ସେଲଭାଗାନେଶ ଏବଂ ବୀଣାକାର ଗଣେଶ ରାଜାଗୋପାଲାନ୍ ମଧ୍ୟ ଅଛନ୍ତି।