ଓଡ଼ିଶା
ଓଡ଼ିଶା ବଜେଟ ଅଧିବେଶନରେ ରାଜ୍ୟର ବିଭିନ୍ନ ଯୋଜନା ଏବଂ ପ୍ରକଳ୍ପ ବିଷୟରେ ଆଲୋଚନା କରାଯାଇଛି
ଓଡ଼ିଶା ବଜେଟ ଅଧିବେଶନରେ ରାଜ୍ୟର ବିଭିନ୍ନ ଯୋଜନା ଏବଂ ପ୍ରକଳ୍ପ ବିଷୟରେ ଆଲୋଚନା କରାଯାଇଛି । ମାନ୍ୟବର ରାଜ୍ୟପାଳ ନିଜ ଭାଷଣରେ ଟ୍ୱିନ ସିଟିର ଭୁବନେଶ୍ୱର-କଟକ ରେଳ ପ୍ରକଳ୍ପ ବିଷୟରେ ସୂଚନା ଦେଇଛନ୍ତି ।
ଆସନ୍ତା ୨୦୨୭ ଶେଷ ସୁଦ୍ଧା ରାଜ୍ୟରେ ମେଟ୍ରୋ ପ୍ରକଳ୍ପ ଶେଷ ହେବ । ସେହିପରି ରାଜ୍ୟରେ ସମସ୍ତ ୩୦ଟି ଜିଲ୍ଲାର ମୋଟ ୬୭୯୮ ପଞ୍ଚାୟତରୁ ଲକ୍ଷ୍ମୀ ବସ୍ ଗଡ଼ିବା ନେଇ ରାଜ୍ୟପାଳ ସୂଚନା ଦେଇଛନ୍ତି ।