ଅନ୍ତର୍ଜାତୀୟ

ଚିଲିରେ ଭୟଙ୍କର ରୂପ ନେଉଛି ଜଙ୍ଗଳ ନିଆଁ

ଚିଲିରେ ଭୟଙ୍କର ରୂପ ନେଉଛି ଜଙ୍ଗଳ ନିଆଁ। ହୁତୁହୁତ ହୋଇ ଜଳି ଚାଲିଛି ଜଙ୍ଗଲଠୁ କୋଠାବାଡି। ଦୁଇ ଦିନ ତଳେ ଲାଗିଥିବା ନିଆଁ ଧିରେ ଧୀରେ ଜନବସତିକୁ ବ୍ୟାପିବାରେ ଲାଗିଛି।

ଏଥିରେ ପାଖାପାଖି ୧୧୨ ଜଣଙ୍କର ମୃତ୍ୟୁ ଘଟିଲାଣି। ଏଥିସହ ଶହ ଶହ ଜଙ୍ଗଲ ଜୀବଜନ୍ତୁ ମଧ୍ୟ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ୧୪୦୦ ଘର ପୋଡ଼ି ପାଉଁଶ ହୋଇଯାଇଥିବା ରିପୋର୍ଟ ହୋଇଛି।

Related Articles

Back to top button