ଓଡ଼ିଶା

ରାଜ୍ୟରେ ବର୍ଷକୁ ବର୍ଷ ବଢୁଛି ନିଶା କାରବାର

ନିଶା କବଳରେ ଓଡିଶା । ରାଜ୍ୟରେ ବର୍ଷକୁ ବର୍ଷ ବଢୁଛି ନିଶା କାରବାର । ବିଧାନସଭା ପ୍ରଶ୍ନୋତ୍ତରରେ ମଙ୍ଗଳବାର ଅବକାରୀ ମନ୍ତ୍ରୀ ଯେଉଁ ତଥ୍ୟ ରଖିଛନ୍ତି ତାହା ଅନେକଙ୍କୁ ଆଶ୍ଚର୍ଯ୍ୟ କରିବ । ଗତ ୧୦ ବର୍ଷ ଭିତରେ ରାଜ୍ୟରେ ୩ ଗୁଣା ବୃଦ୍ଧି ପାଇଛି ଅବକାରୀ ରାଜସ୍ୱ ଆଦାୟ ।

ସେହିପରି ୨୦୨୨-୨୩ ବର୍ଷରେ ରାଜ୍ୟରୁ ୬୩ କୋଟି ୪୫ ଲକ୍ଷ ଟଙ୍କାର ଚୋରା ନିଶା ଦ୍ରବ୍ୟ ଜବତ କରାଯାଇଛି । ବିଧାନସଭାରେ ଅବକାରୀ ମନ୍ତ୍ରୀଙ୍କୁ ବିଜେପି ବିଧାୟିକା କୁସୁମ ଟେଟେ ପ୍ରଶ୍ନ କରିଥିଲେ ଯାହାର ଉତ୍ତର ରଖିଥିଲେ ମନ୍ତ୍ରୀ ।

Related Articles

Back to top button
WP Twitter Auto Publish Powered By : XYZScripts.com