ଓଡ଼ିଶା

ଯାଜପୁର ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ଏବେ ରାଜ୍ୟର ଶ୍ରେଷ୍ଠ 5T ସ୍କୁଲ ମଧ୍ୟରେ ପରିଚୟ ପାଇବାକୁ ଯାଉଛି

ଯାଜପୁର ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ଏବେ ରାଜ୍ୟର ଶ୍ରେଷ୍ଠ 5T ସ୍କୁଲ ମଧ୍ୟରେ ପରିଚୟ ପାଇବାକୁ ଯାଉଛି। ୧୯୬୩ ମସିହାରେ ଏହି ସ୍କୁଲ ଜିଲ୍ଲାର ଏକ ସର୍ବପୁରାତନ ସ୍କୁଲ ହୋଇଥିବା ବେଳେ ସଫଳ ଛାତ୍ରଛାତ୍ରୀ ଗଢ଼ିବାରେ ସ୍କୁଲର ଭିନ୍ନ ପରିଚୟ ରହିଛି।

ସଂପୂର୍ଣ୍ଣ ନୂଆ ରୂପରେ ଗଢ଼ି ଉଠିଥିବାଏହି ସ୍କୁଲକୁ ଚାହିଁଲେ ଆଖି ଲାଖି ଯାଉଛି। ସ୍କୁଲରେ ଅଙ୍ଗନୱାଡି ଶିକ୍ଷାଦାନ ଠାରୁ ଯୁକ୍ତ ଦୁଇ ପର୍ଯ୍ୟନ୍ତ ଶିକ୍ଷାଲାଭର ସୁବିଧା ରହିଛି।

Related Articles

Back to top button
WP Twitter Auto Publish Powered By : XYZScripts.com