ଜାତୀୟ
ଦିନକୁ ଦିନ ସାଇବର ଠକେଇ ସଂଖ୍ୟା ବଢ଼ୁଥିବାବେଳେ ସାଧାରଣ ଲୋକ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି

ଦିନକୁ ଦିନ ସାଇବର ଠକେଇ ସଂଖ୍ୟା ବଢ଼ୁଥିବାବେଳେ ସାଧାରଣ ଲୋକ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯାହାକୁ ଦୃଷ୍ଟିରେ କେନ୍ଦ୍ର ସରକାର ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ।
ସାଇବର ଠକେଇ ରୋକିବା ପାଇଁ ୧.୪ ଲକ୍ଷ ମୋବାଇଲ ବନ୍ଦ କରାଯାଇଥିବାବେଳେ ୩ ଲକ୍ଷ ସିମ ବ୍ଲକ କରାଯାଇଛି । ସେପଟେ ୫୦୦ ଲୋକଙ୍କୁ ଗିରଫ କରାଯାଇଛି ।