ଓଡ଼ିଶା

ବିଜେଡିରୁ ବହିସ୍କୃତ ହେବା ପରେ ଅନେକ ଚର୍ଚ୍ଚାରେ ରହିଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ

ବିଜେଡିରୁ ବହିସ୍କୃତ ହେବା ପରେ ଅନେକ ଚର୍ଚ୍ଚାରେ ରହିଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ତେବେ ଶାସକ ବିଜେଡିକୁ ବାରମ୍ବାର ବିଭିନ୍ନ ପ୍ରସଙ୍ଗରେ ଟାର୍ଗେଟ କରୁଥିବା ପ୍ରଦୀପ ଏବେ ବିଜେପି ଆଡକୁ ଢଳୁଥିବା ଦେଖିବାକୁ ମିଳୁଛି।

ସେପଟେ ସାଧାରଣରେ ଚର୍ଚ୍ଚା ହେଉଛି ଯେ ପ୍ରଦୀପ ଖୁବଶୀଘ୍ର ବିଜେପିରେ ସାମିଲ ହୋଇପାରନ୍ତି। ଆଉ ପ୍ରଦୀପଙ୍କ ବିଜେପିରେ ସାମିଲ ହେବା ନେଇ ଦଳୀୟ ଭିତରେ ଆଲୋଚନା ହୋଇସାରିଛି। ଆଉ ମାତ୍ର ୧୫ରୁ ୨୦ ଦିନ ଭିତରେ ସ୍ୱାଧୀନ ବିଧାୟକ ଭାବେ ଥିବା ପ୍ରଦୀପ ବିଜେପି ବାନା ଧରିପାରନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com