ଜାତୀୟ

ଚାଷୀ ଆନ୍ଦୋଳନ ଯୋଗୁଁ ହରିୟାଣାରେ ମଧ୍ୟ ଆଉ ଦୁଇ ଦିନ ଇଣ୍ଟରନେଟ୍ ସେବା ବନ୍ଦ ରହିବ

ଚାଷୀ ଆନ୍ଦୋଳନ ଯୋଗୁଁ ହରିୟାଣାରେ ମଧ୍ୟ ଆଉ ଦୁଇ ଦିନ ଇଣ୍ଟରନେଟ୍ ସେବା ବନ୍ଦ ରହିବ । ହରିୟାଣା ସରକାର ଫେବ୍ରୁଆରୀ ୧୫ ତାରିଖ ପର୍ଯ୍ୟନ୍ତ ଇଣ୍ଟରନେଟ୍ ସେବାକୁ ବନ୍ଦ କରିଦେଇଛନ୍ତି ।

ଅମ୍ବାଲା, କୁରୁକ୍ଷେତ୍ର, କୈଥାଲ, ଜିନ୍ଦ, ହିସାର, ଫତେହାବାଦ, ସିରସା ଏବଂ ଡାବବାଲୀରେ ଇଣ୍ଟରନେଟ୍ ସେବା ବନ୍ଦ ରହିବ । ସେହିପରି ରାଜସ୍ଥାନର ତିନିଟି ଜିଲ୍ଲା ଶ୍ରୀଗଙ୍ଗାନଗର, ଅନୁପଗଡ଼ ଓ ହନୁମାନଗଡ଼ରେ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଥିବା ବେଳେ ୧୫ଟି ଜିଲ୍ଲାରେ ୧୪୪ ଧାରା ଜାରି କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com