ଓଡ଼ିଶା

ଶାନ୍ତି ଶୃଙ୍ଖଳାରେ ହେବ ନିର୍ବାଚନ

ଶାନ୍ତି ଶୃଙ୍ଖଳାରେ ହେବ ନିର୍ବାଚନ। ଦାଗୀ ହେବେ ତଡିପାର । ନିର୍ବାଚନକୁ ନେଇ ଭୁବନେଶ୍ୱରରେ ପୁଲିସ ଅଫିସରଙ୍କ ବୈଠକ । ନିର୍ବାଚନ ପୂର୍ବରୁ ୨୪ ଶହରୁ ଅଧିକ ଜାମିନ ବିହୀନ ଗିରଫ ପରୱାନା ଜାରି କରାଯାଇଛି ।

ବିଶେଷକରି ଅଭ୍ୟାସଗତ ଅପରାଧୀ, ଅସାମାଜିକ, ଦାଗୀଙ୍କୁ ତଡିପାର କରିବାକୁ ଯୋଜନା କରାଯାଇଛି । ନିର୍ବାଚନ ପରିଚାଳନା ନେଇ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ।

Related Articles

Back to top button
WP Twitter Auto Publish Powered By : XYZScripts.com