ଅନ୍ତର୍ଜାତୀୟ

୯ ବର୍ଷ ପୂର୍ବେ ମୂଷା ଦ୍ୱାରା ମହାମାରୀ ବ୍ୟାପିଥିଲା

୯ ବର୍ଷ ପୂର୍ବେ ମୂଷା ଦ୍ୱାରା ମହାମାରୀ ବ୍ୟାପିଥିଲା। ଏହା ଯୋଗୁ ସଙ୍କଟ ସୃଷ୍ଟି ହୋଇଥିଲା। ବର୍ତ୍ତମାନ ଏହା ୨୦୨୪ରେ ପୁଣିଥରେ ଦେଖାଦେଇଛି ଏବଂ ଜଣେ ବୃଦ୍ଧ ବ୍ୟକ୍ତିଙ୍କର ଏଥିରେ ମୃତ୍ୟୁ ଘଟିଛି।

ଏହାକୁ ନେଇ ଚିକିତ୍ସା ଜଗତରେ ଡାକ୍ତରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଆମେରିକାର ଆଲାସ୍କାର କେନାଇରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଆଲାସ୍କା ପକ୍ସ ନାମକ ଏକ ଅଜ୍ଞାତ ଭୂତାଣୁ ରେ ଘଟିଛି। ଏହାର ଆବିଷ୍କାର ହେଉଛି ୨୦୧୫ରେ ହୋଇଥିଲା।

Related Articles

Back to top button