ଅନ୍ତର୍ଜାତୀୟ

ଭାରତୀୟ ମୂଳ ବାସିନ୍ଦା ଛାତ୍ରଙ୍କୁ ଆମେରିକୀୟ ମହିଳାଙ୍କୁ ଠକିବା ଅଭିଯୋଗରେ ୫୧ମାସ ଜେଲ ଦଣ୍ଡାଦେଶ ହୋଇଛି।

ଆମେରିକାର ଜଣେ ୨୪ ବର୍ଷୀୟ ଭାରତୀୟ ମୂଳ ବାସିନ୍ଦା ଛାତ୍ରଙ୍କୁ ଆମେରିକୀୟ ମହିଳାଙ୍କୁ ଠକିବା ଅଭିଯୋଗରେ ୫୧ମାସ ଜେଲ ଦଣ୍ଡାଦେଶ ହୋଇଛି।

ସୂଚନାଯୋଗ୍ୟ, ବାଳକ କମ୍ପ୍ୟୁଟର ହ୍ୟାକିଂ ମାଧ୍ୟମରେ ୧୫୦,୦୦୦ ଆମେରିକୀୟ ଡଲାର ମହିଳାଙ୍କୁ ଠକିଥିଲେ। ଏହି ଛାତ୍ର ଜଣଙ୍କ ସୁଖଦେବ ବୈଦ୍ୟ ବୋଲି ଜଣାପଡିଛି। ଗତ ବର୍ଷ ଡିସେମ୍ବରରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା।

Related Articles

Back to top button