ଜାତୀୟ

ଚଳିତ ବର୍ଷ ଆଗୁଆ ଆସିପାରେ ମୌସୁମୀ।

ଚଳିତ ବର୍ଷ ଆଗୁଆ ଆସିପାରେ ମୌସୁମୀ। ଏନେଇ ପାଣିପାଗ ବିଶେଷଜ୍ଞ କରିଛନ୍ତି ଆକଳନ। ଭାରତ ମହାସାଗର ଡାଇପୋଲ ଓ ଲା ନିନାର ସ୍ଥିତି ଅନୁସାରେ ଚଳିତ ବର୍ଷ ଆଗୁଆ ମୌସୁମୀ ଆସିବ ବୋଲି କୁହାଯାଇଛି।

ଚଳିତ ବର୍ଷର ଏହି ସ୍ଥିତି ସାଧାରଣତଃ ଉତ୍କୃଷ୍ଟ ମୌସୁମୀର ଅବସ୍ଥା ସୃଷ୍ଟି କରିଥାଏ ବୋଲି ଜଣାଯାଇଛି। ଅନୁକୂଳ ମୌସୁମୀ ଯୋଗୁ ସାରା ଦେଶରେ ଚଳିତ ବର୍ଷ ଆବଶ୍ଯକତା ପରିମାଣଠାରୁ ଅଧିକ ବର୍ଷ ହେବ ବୋଲି ବିଶେଷଜ୍ଞ କହିଛନ୍ତି।

Related Articles

Back to top button