ମନୋରଞ୍ଜନ

ଅଭିନେତୀ ହେମାମାଳିନୀ ଜଣେ ଅଭିନେତ୍ରୀ ସହ ଜଣେ ରାଜନେତା ମଧ୍ୟ

ଅଭିନେତୀ ହେମାମାଳିନୀ ଜଣେ ଅଭିନେତ୍ରୀ ସହ ଜଣେ ରାଜନେତା ମଧ୍ୟ । ହେମା ମଥୁରାରୁ ଲୋକସଭା ସାଂସଦ ଅଛନ୍ତି । କିଛିଦିନ ତଳେ କନ୍ୟା ଇଶା ଦେଓଲଙ୍କ ଛାଡପତ୍ରକୁ ନେଇ ହେମାମାଳିନୀ ମଧ୍ୟ ଚର୍ଚ୍ଚାରେ ଅଛନ୍ତି ।

ଇଶା ଓ ଭାରତ ତସ୍ତାନୀଙ୍କ ମଧ୍ୟରେ ଛାଡପତ୍ର ହେବା ପରେ ହେମାଙ୍କ ବୟାନକୁ ନେଇ ଏବେ ଚର୍ଚ୍ଚା ହେଉଛି । ରାଜନୀତି ସହ ଦେଓଲ ପରିବାର ପୂର୍ବରୁ ସଂପର୍କ ରହିଛି । ଧର୍ମେନ୍ଦ୍ର, ହେମାମାଳିନୀ ଓ ସନୀ ଦେଓଲ ରାଜନୀତିରେ ପ୍ରବେଶ କରିସାରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com