ଜାତୀୟ

ଆର୍ଥିକ ଚାପ ହ୍ରାସ ଆଳରେ ଘରୋଇ କମ୍ପାନୀଗୁଡ଼ିକ ଛଟେଇ ଜାରି ରଖିଛନ୍ତି।

ଆର୍ଥିକ ଚାପ ହ୍ରାସ ଆଳରେ ଘରୋଇ କମ୍ପାନୀଗୁଡ଼ିକ ଛଟେଇ ଜାରି ରଖିଛନ୍ତି। ଏହା ପୂର୍ବରୁ ଗୁଗୁଲ, ମାଇକ୍ରୋସଫ୍ଟ, ସ୍ୱିଗି ଭଳି କମ୍ପାନୀ ଛଟେଇ କରିଥିବା ବେଳେ ଏବେ ସ୍ପୋର୍ଟ୍ସ ବ୍ରାଣ୍ଡ ନାଇକ୍ ମଧ୍ୟ ଛଟେଇ କରିବା ନେଇ ଘୋଷଣା କରିଛି।

ନାଇକ୍ ପ୍ରାୟ ଦୁଇ ପ୍ରତିଶତ ଶ୍ରମିକଙ୍କୁ ଛଟେଇ କରିବାକୁ ନିଷ୍ପତ୍ତି ନେଇଛି। ଏଥିରେ ପ୍ରାୟ୧୬୦୦ରୁ ଅଧିକ କର୍ମଚାରୀଙ୍କ ଚାକିରି ଯିବ ବୋଲି ଜଣାପଡିଛି।

Related Articles

Back to top button