ରାଜନୀତି
ରାଜ୍ୟ କଂଗ୍ରେସର ଟିକେଟ କସରତ

ରାଜ୍ୟ କଂଗ୍ରେସର ଟିକେଟ କସରତ। ପ୍ରଗମନ ଆପରେ ଟିକେଟ୍ ଆବେଦନ କରିଥିବା ନେତାଙ୍କ ସମ୍ପର୍କରେ ବୈଠକରେ ଆଲୋଚନା କରାଯାଉଛି। ଏହା ପରେ ସ୍କ୍ରିନିଂ କମିଟିକୁ ପ୍ରାର୍ଥୀଙ୍କ ତାଲିକା ପଠାଯିବ। ବିଧାୟକ ପ୍ରାର୍ଥୀ ହେବା ପାଇଁ ୩ ହଜାର ଓ ସାଂସଦ ପ୍ରାର୍ଥୀ ହେବାକୁ ୭ଶହ ଆଶାୟୀ ଆବେଦନ କରିଛନ୍ତି।
ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୭୦ଟି ଟିକେଟ ଘୋଷଣା କରିବ ରାଜ୍ୟ କଂଗ୍ରେସ। ମାର୍ଚ୍ଚ ପହିଲା ସୁଦ୍ଧା ପ୍ରଥମ ପର୍ଯ୍ୟାୟ ଟିକେଟ ଘୋଷଣା କରାଯିବ।