ମନୋରଞ୍ଜନ

ଦିବ୍ୟା ଖୋସଲା ନିଜ ନାମରୁ ‘କୁମାର’ ହଟାଇବା ପରେ ଅଭିନେତ୍ରୀ ସ୍ବାମୀଙ୍କୁ ଛାଡ଼ପତ୍ର ଦେବେ ବୋଲି ଚର୍ଚ୍ଚା ଜୋର ଧରିଛି

ଦିବ୍ୟା ଖୋସଲା ନିଜ ନାମରୁ ‘କୁମାର’ ହଟାଇବା ପରେ ଅଭିନେତ୍ରୀ ସ୍ବାମୀଙ୍କୁ ଛାଡ଼ପତ୍ର ଦେବେ ବୋଲି ଚର୍ଚ୍ଚା ଜୋର ଧରିଛି। ଏଭଳି ଚର୍ଚ୍ଚା ହେବା ପରେ ଟି-ସିରିଜର ମୁଖପାତ୍ର ସ୍ପଷ୍ଟ କରିଛନ୍ତି ଯେ, ଦିବ୍ୟା ଓ ଭୂଷଣଙ୍କ ମଧ୍ୟରେ ସବୁ ଠିକ ଅଛି।

ସେମାନଙ୍କ ସମ୍ପର୍କ ପୂର୍ବ ଭଳି ମଜବୁତ ଅଛି। ଦିବ୍ୟା ଇନଷ୍ଟାରେ ତାଙ୍କ ନାମରୁ ‘କୁମାର’ ହଟାଇ ଦେଇଛନ୍ତି କାରଣ ଜଣେ ଜ୍ୟୋତିଷ ତାଙ୍କୁ ଏଭଳି କରିବାକୁ କହିଛନ୍ତି। ‘କୁମାର’ ହଟାଇବା ପଛରେ ଅନ୍ୟ କିଛି କାରଣ ନାହିଁ।

Related Articles

Back to top button
WP Twitter Auto Publish Powered By : XYZScripts.com