ଜାତୀୟ

ଭାରତରେ ବିଏ.୪ର ପ୍ରଥମ ସଂକ୍ରମଣ

ହାଇଦ୍ରାବାଦ: ଭାରତରେ ଓମିକ୍ରନ୍‌ର ସବ୍ ଭାରିଏଣ୍ଟ ବିଏ.୪ର ପ୍ରଥମ ସଂକ୍ରମଣ ମିଳିଛି ।  ଆଫ୍ରିକାରୁ ଫେରିଥିବା ଜଣେ ବ୍ୟକ୍ତିଙ୍କ ନିକଟରେ ଏହି ଭାରିଏଣ୍ଟ ଦେଖାଦେଇଛି । କୋଭିଡ-୧୯ ଜିନୋମିକ ସର୍ଭିଲାନ୍ସ ପୋଗ୍ରାମ ମାଧ୍ୟମରେ ଏହି ଭାରିଏଣ୍ଟକୁ ଚିହ୍ନଟ କରାଯାଇଛି । ଏହି ଭାରିଏଣ୍ଟ ମିଳିବା ପରେ ବଶେଷଜ୍ଞମାନେ କହିଛନ୍ତି ଦେଶର ଅନ୍ୟ ଭାଗରେ ବି ଏହି ଭାରିଏଣ୍ଟ ସଂକ୍ରମିତ ରୋଗୀ ମିଳିପାରନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com