ରାଜନୀତି
ପାଖେଇ ଆସିଲାଣି ଲୋକସଭା ନିର୍ବାଚନ

ପାଖେଇ ଆସିଲାଣି ଲୋକସଭା ନିର୍ବାଚନ। ଏଥିପାଇଁ ପ୍ରଚାର ପ୍ରସାରରେ ଲାଗିପଡିଛନ୍ତି ସମସ୍ତ ରାଜନୈତିକ ଦଳ। ଭୋଟର୍ଙ୍କୁ ଆକୃଷ୍ଟ କରିବା ପାଇଁ ନୂଆ ଫଣ୍ଡା ଆପଣାଉଛନ୍ତି ରାଜନେତା।
ନିର୍ବାଚନ ସମୟରେ ଭୋଟ୍ ପାଇବା ଆଶାରେ ଭୋଟରଙ୍କ ମଧ୍ୟରେ ଲାପଟପ୍, ଟାବଲେଟ୍ ଏବଂ ସାଇକେଲ୍ ଭଳି ଜିନିଷ ବଣ୍ଟନ କରିବା ରାଜନୈତିକ ଦଳର ଏକ ସାଧାରଣ କଥା। କିନ୍ତୁ ଅନ୍ଧ୍ରପ୍ରଦେଶରେ ଦୁଇ ରାନୈତିକ ଦଳ ନିର୍ବାଚନକୁ ଦୃଷ୍ଟିରେ ରଖି ବାଣ୍ଟୁଛନ୍ତି କଣ୍ଡୋମ। ଏହାକୁ ନେଇ ବିବାଦ ଉପୁଜିଛି