ରାଜନୀତି

ନିର୍ବାଚନ ପୂର୍ବରୁ ବନ୍ଧୁକ ଦାଖଲ ପାଇଁ ନିର୍ଦ୍ଦେଶ

ନିର୍ବାଚନ ପୂର୍ବରୁ ବନ୍ଧୁକ ଦାଖଲ ପାଇଁ ନିର୍ଦ୍ଦେଶ । ୧୪ ଶହ ୧୦ ଲାଇସେନ୍ସଧାରୀଙ୍କୁ ବନ୍ଧୁକ ଦାଖଲ ପାଇଁ ଶୀଘ୍ର ନୋଟିସ ଜାରି କରିବ କମିଶନରେଟ୍ ପୋଲିସ ।

ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ଉପରେ ଡିସିପିଙ୍କ ଫୋକସ । ପିସ୍ତଲ, ରିଭଲଭର, ୧୨ ରାଉଣ୍ଡ ବୋର ଗନ ଡିପୋଜିଟ ନିର୍ଦ୍ଦେଶ । ମଡେଲ କୋଡ ଅଫ କଣ୍ଡକ୍ଟ ଅନୁଯାୟୀ ସାଧାରଣ ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ପାଇଁ ଏଭଳି ପଦକ୍ଷେପ ନେଇଛି କମିଶନରେଟ ପୋଲିସ ।

Related Articles

Back to top button
WP Twitter Auto Publish Powered By : XYZScripts.com