ଓଡ଼ିଶା

ରାଜ୍ୟବାସୀଙ୍କ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ଭିନ୍ନ ଭିନ୍ନ ଯୋଜନା ଲାଗୁ କରିଛନ୍ତି

ରାଜ୍ୟବାସୀଙ୍କ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ଭିନ୍ନ ଭିନ୍ନ ଯୋଜନା ଲାଗୁ କରିଛନ୍ତି । ତେବେ ପ୍ରତିଟି ପାଳିରେ କିଛି ନୂଆ କରି ରାଜ୍ୟବାସୀଙ୍କୁ ଭେଟି ଦେଉଥିବା ମୁଖ୍ୟମନ୍ତ୍ରୀ ଏକ ବଡ଼ ଯୋଜନା କରିଛନ୍ତି ।

କୃଷି ବଜେଟ, ଜେଣ୍ଡର ବଜେଟ, କ୍ଲାଇମେଟ ବଜେଟ ପରି ‘ଯୁବ ବଜେଟ’ ଆଣିବାକୁ ରାଜ୍ୟ ସରକାର ଯୋଜନା କରୁଛନ୍ତି । ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଏ ବାବଦରେ ସୂଚନା ଦେଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com