ଜାତୀୟ

ଭାରତ ମହାସାଗରରେ ଚୀନ ଓ ପାକିସ୍ତାନର ବଢୁଥିବା ଗତିବିଧି ଉପରେ ଭାରତ ତୀକ୍ଷ୍ଣ ନଜର ରଖିଛି

ଭାରତ ମହାସାଗରରେ ଚୀନ ଓ ପାକିସ୍ତାନର ବଢୁଥିବା ଗତିବିଧି ଉପରେ ଭାରତ ତୀକ୍ଷ୍ଣ ନଜର ରଖିଛି। ଉଭୟ ଦେଶର ମୁକାବିଲା କରିବା ପାଇଁ ଭାରତୀୟ ସେନା ୫୦୦ କିଲୋମିଟର ଦୂରତା ବିଶିଷ୍ଟ ବୁଡ଼ାଜାହାଜ-ଉତକ୍ଷେପଣ କ୍ରୁଜ୍ କ୍ଷେପଣାସ୍ତ୍ର ର ପରୀକ୍ଷଣ କରିବାକୁ ଯାଉଛି।

ଆକାଶ ଓ ସ୍ଥଳ ସହିତ ସମୁଦ୍ରରେ ଚୀନ ଓ ପାକିସ୍ତାନର ଯୋଜନାକୁ ପରାସ୍ତ କରିବା ପାଇଁ ଭାରତ ନିଜର ଶକ୍ତି ବଢ଼ାଉଛି।

Related Articles

Back to top button
WP Twitter Auto Publish Powered By : XYZScripts.com