ମନୋରଞ୍ଜନ

୯୦ ଦଶକର ଶ୍ରେଷ୍ଠ ଅଭିନେତ୍ରୀ ରବୀନା ଟଣ୍ଡନଙ୍କ କ୍ରେଜ୍‌ ଆଜି ବି ରହିଛି

୯୦ ଦଶକର ଶ୍ରେଷ୍ଠ ଅଭିନେତ୍ରୀ ରବୀନା ଟଣ୍ଡନଙ୍କ କ୍ରେଜ୍‌ ଆଜି ବି ରହିଛି। ଦୀର୍ଘଦିନ ଧରି ଅଭିନୟରୁ ଦୂରେଇ ରହିବା ପରେ ରବୀନା ଓଟିଟି ଦୁନିଆରେ ପ୍ରବେଶ କରିଛନ୍ତି।

ରବୀନାଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।ଭାଇରାଲ ଭିଡିଓରେ ରବୀନା ପ୍ରଶଂସକଙ୍କ ମଧ୍ୟରେ ଫସି ରହିଥିବା ଦେଖିବାକୁ ମିଳିଛି। ସେ ଅଭିନେତ୍ରୀଙ୍କ ସହ ସେଲ୍‌ଫି ନେବା ପାଇଁ ପ୍ରତିଯୋଗିତା କରୁଛନ୍ତି।

Related Articles

Back to top button