ଜାତୀୟ

ରାୟଗଡା ବ୍ଲକ ଅନ୍ତର୍ଗତ ଗାଜିଗାଁ ପଞ୍ଚାୟତର ବିଲେସୁ ଗ୍ରାମରେ ଅଜଣା ରୋଗର ଆତଙ୍କ

ରାୟଗଡା ବ୍ଲକ ଅନ୍ତର୍ଗତ ଗାଜିଗାଁ ପଞ୍ଚାୟତର ବିଲେସୁ ଗ୍ରାମରେ ଅଜଣା ରୋଗର ଆତଙ୍କ। ଲୋକଙ୍କୁ ଜ୍ବର ହେବା ସହ ପେଟ ବ୍ୟଥା ଓ ବାନ୍ତି କରି ଗୁରୁତର ହୋଇ ମୃତ୍ୟୁବରଣ କରୁଥିବା ଜଣାପଡିଛି।

ଖବର ପାଇ ମେଡିକାଲ ଟିମ ବିଲେସୁ ଗ୍ରାମରେ ପହଞ୍ଚିଛି। ଗ୍ରାମବାସୀଙ୍କ କହିବା ଅନୁଯାୟୀ ଗତ ଦୁଇ ଦିନ ତଳେ ସାଧବ ରାଜବଂଶଙ୍କ ପୁଅକୁ ଜ୍ବର ହୋଇଥିଲା। ସେ ଗୁରୁତର ହେବାରୁ ତାଂକୁ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ସେଠାରେ ତାଂକର ମୃତ୍ୟୁ ହୋଇଥିଲା।

Related Articles

Back to top button