ରାଜନୀତି

ଧର୍ମେନ୍ଦ୍ରଙ୍କ ପ୍ରଚାର ସଭାକୁ ଲୋକ ଆସୁନାହାନ୍ତି

ଧର୍ମେନ୍ଦ୍ରଙ୍କ ପ୍ରଚାର ସଭାକୁ ଲୋକ ଆସୁନାହାନ୍ତି । ଚେୟାର ଭରା ସଭାରେ ଦେଖାଯାଉଛି ଜନମରୁଡ଼ି । ଗତକାଲି ଧର୍ମେନ୍ଦ୍ର ପ୍ରଧାନ ବଇଣ୍ଡାରେ ବିଜୟ ସଂକଳ୍ପ ସମାବେଶ କରୁଥିଲେ ।

ମଞ୍ଚରେ ନେତା ଭର୍ତ୍ତି ହୋଇଥିବାବେଳେ ମଞ୍ଚ ତଳ ଥିଲା ଏକଦମ ଖାଲି । ପୂର୍ବରୁ ବି ବିଭିନ୍ନ ସ୍ଥାନରେ ଧର୍ମେନ୍ଦ୍ରଙ୍କ ସଭାକୁ ଲୋକ ଆସୁନଥିବା ଦେଖିବାକୁ ମିଳିଥିଲା । ବାରମ୍ବାର ଏଭଳି ଦୃଶ୍ଯ ଦେଖି ପ୍ରଶ୍ନ ଉଠୁଛି, ଧର୍ମେନ୍ଦ୍ରଙ୍କୁ ପସନ୍ଦ କରୁନାହାନ୍ତି କି ସମ୍ବଲପୁରବାସୀ ।

Related Articles

Back to top button
WP Twitter Auto Publish Powered By : XYZScripts.com