ଜାତୀୟ
ଭାରତୀୟ ବଜାରରୁ ବ୍ୟାଙ୍କକୁ ଫେରିସାରିଲାଣି ୯୭.୬୨% ୨ହଜାରଟଙ୍କିଆ ନୋଟ
ଭାରତୀୟ ବଜାରରୁ ବ୍ୟାଙ୍କକୁ ଫେରିସାରିଲାଣି ୯୭.୬୨% ୨ହଜାରଟଙ୍କିଆ ନୋଟ । ଏବେ ବି ଲୋକଙ୍କ ପାଖରେ ରହିଛି ୮ହଜାର ୪୭୦ କୋଟି ଟଙ୍କାର ଗୋଲାପୀ ନୋଟ ।
ମେ, ୨୦୨୩ରେ ୨୦୦୦ଟଙ୍କିଆ ନୋଟକୁ ପ୍ରତ୍ୟାହାର ନେଇ ଘୋଷଣା କରିଥିଲେ କେନ୍ଦ୍ର ସରକାର । ଜନସାଧାରଣଙ୍କୁ ଆରବିଆଇ ଅଧିକୃତ ବ୍ୟାଙ୍କରେ ଦୁଇ ହଜାର ଟଙ୍କିଆ ନୋଟ ଦାଖଲ କରି ଅନ୍ୟ ନୋଟ ନେବାକୁ ପରାର୍ମଶ ଦିଆଯାଇଥିଲା ।