Breaking NewsFeaturedଜାତୀୟରାଜନୀତି

ଆଉ କିଛି ଦିନ ପରେ ହେବ ସାଧାରଣ ନିର୍ବାଚନ

ଆଉ କିଛି ଦିନ ପରେ ହେବ ସାଧାରଣ ନିର୍ବାଚନ। କିନ୍ତୁ ନିର୍ବାଚନ ପୂର୍ବରୁ ଦଳ ଛାଡ଼ୁଛନ୍ତି ଜଣକ ପରେ ଜଣେ ବରିଷ୍ଠ ନେତା। ମିଲନ୍ଦ ଦେଓରା ଓ ଅଶୋକ ଚୌହ୍ୱାନଙ୍କ ପରେ ଏବେ କଂଗ୍ରେସ ଛାଡ଼ିପାରନ୍ତି ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ।

ସେ ତାଙ୍କ ପୁଅ ନକୁଲନାଥ ବିଜେପିରେ ଯୋଗ ଦେବା ନେଇ ଏବେ ଲାଗିରହିଛି ଚର୍ଚ୍ଚା। ଉଭୟ ଯେକୌଣସି ସମୟରେ ପଦ୍ମ ଶିବିରରେ ସାମିଲ ହୋଇପାରନ୍ତି ବୋଲି କୁହାଯାଉଛି।

Related Articles

Back to top button