ଓଡ଼ିଶା

ମେ’ ମାସରୁ ରାଜ୍ଯ ସରକାର ଗଣିବେ କଲରାପତରିଆ ବାଘ

ମେ’ ମାସରୁ ରାଜ୍ଯ ସରକାର ଗଣିବେ କଲରାପତରିଆ ବାଘ । ନିଜସ୍ବ ଉଦ୍ଯମରେ ହାତୀ ଗଣନା ସହ ଏକକାଳୀନ କଲରାପତରିଆ ବାଘ ଗଣନା କରିବେ ରାଜ୍ୟ ସରକାର ।

ଏ ନେଇ ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ ସୂଚନା ଦେଇଛନ୍ତି । ସେଥିପାଇଁ NTCA ରିପୋର୍ଟକୁ ତର୍ଜମା କରାଯାଉଛି। ତେବେ ସେଥିରେ କିଛି ତ୍ରୁଟି ଥିବା ଜଣାପଡ଼ିଛି । ତେଣୁ ଏହାକୁ ରାଜ୍ୟ ସ୍ତରରେ ସଂଶୋଧନ କରାଯିବ।

Related Articles

Back to top button
WP Twitter Auto Publish Powered By : XYZScripts.com